ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୂମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୂମୀ   ବିଶେଷ୍ୟ

ଅର୍ଥ : ତୁର୍କିସ୍ତାନର ନିବାସୀ

ଉଦାହରଣ : ତୁର୍କୀମାନେ ଭାରତ ଉପରେ ବାରମ୍ବାର ଆକ୍ରମଣ କଲେ

ସମକକ୍ଷ : ତୁର୍କ, ତୁର୍କିସ୍ତାନବାସୀ, ତୁର୍କୀ, ରୂମବାସୀ


ଅନ୍ୟ ଭାଷାରେ ଅନୁବାଦ :

तुर्किस्तान में रहनेवाला व्यक्ति।

तुर्कों ने भारत पर बार-बार आक्रमण किया।
तुर्क, तुर्कमान, तुर्किस्तान वासी, तुर्किस्तान-वासी, तुर्की, रूम वासी, रूम-वासी, रूमी

A native or inhabitant of Turkey.

turk

ରୂମୀ   ବିଶେଷଣ

ଅର୍ଥ : ତୁର୍କିସ୍ତାନରେ ବାସ କରିବା ବ୍ୟକ୍ତି

ଉଦାହରଣ : ଭାରତରେ କେତେକ ତୁର୍କୀଲୋକ ବାସ କରିଛନ୍ତି

ସମକକ୍ଷ : ତୁର୍କ, ତୁର୍କିସ୍ତାନବାସୀ, ତୁର୍କୀ, ରୂମବାସୀ


ଅନ୍ୟ ଭାଷାରେ ଅନୁବାଦ :

तुर्किस्तान में निवास करनेवाला।

भारत में कई तुर्क लोग बस गए हैं।
तुर्क, तुर्किस्तान वासी, तुर्किस्तान-वासी, तुर्की, रूम वासी, रूम-वासी, रूमी

Of or relating to or characteristic of Turkey or its people or language.

Turkish towels.
turkish

ଅର୍ଥ : ତୁର୍କିସ୍ତାନର ବା ତୁର୍କିସ୍ତାନ ସହିତ ସମ୍ବନ୍ଧିତ

ଉଦାହରଣ : ଏହି ତୁର୍କୀ ଟୋପି ତୁମକୁ କେଉଁଠାରୁ ମିଳିଲା

ସମକକ୍ଷ : ତୁର୍କୀ


ଅନ୍ୟ ଭାଷାରେ ଅନୁବାଦ :

तुर्किस्तान का या तुर्किस्तान से संबंधित।

यह तुर्की टोपी तुम्हें कहाँ मिली।
तुर्की, रूमी

Of or relating to or characteristic of Turkey or its people or language.

Turkish towels.
turkish